ଯିରିମୀୟ 46:17 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT17 ସେସ୍ଥାନରେ ଲୋକମାନେ ଉଚ୍ଚସ୍ୱରରେ କହିଲେ, ‘ମିସରର ରାଜା ଫାରୋ ଶବ୍ଦ ମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।’ Ver Capítuloପବିତ୍ର ବାଇବଲ (Re-edited) - (BSI)17 ସେସ୍ଥାନରେ ଲୋକମାନେ ଉଚ୍ଚ ସ୍ଵରରେ କହିଲେ, ମିସରର ରାଜା ଫାରୋ ଶଦ୍ଦମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି। Ver Capítuloଓଡିଆ ବାଇବେଲ17 ସେସ୍ଥାନରେ ଲୋକମାନେ ଉଚ୍ଚ ସ୍ୱରରେ କହିଲେ, “ମିସରର ରାଜା ଫାରୋ ଶବ୍ଦମାତ୍ର; ସେ ନିରୂପିତ ସମୟ ବହି ଯିବାକୁ ଦେଇଅଛି।” Ver Capítuloପବିତ୍ର ବାଇବଲ17 ସେମାନଙ୍କ ଜନ୍ମଭୂମିରେ ଲୋକମାନେ କହିବେ, ‘ଫାରୋ କେବଳ ଜଣେ ଅହଙ୍କାରୀ, ଯିଏ କି ଉତ୍ତମ ସୁଯୋଗ ହାତଛଡ଼ା କରନ୍ତି।”’ Ver Capítulo |