ହିତୋପଦେଶ 6:1 - ପବିତ୍ର ବାଇବଲ1 ହେ ମୋର ପୁତ୍ର, ଅନ୍ୟ ଲୋକର ଋଣରେ ତୁମ୍ଭେ ମଧ୍ୟସ୍ଥି ହୁଅ ନାହିଁ। ଅନ୍ୟର ଋଣ ପରିଶୋଧ କରିବା ପାଇଁ ପ୍ରତିଜ୍ଞା କର ନାହିଁ। ସେ ସାଙ୍ଗ ହେଉ କି ଜଣେ ଅଜଣା ଆଗନ୍ତୁକ ହେଉ? Sien die hoofstukପବିତ୍ର ବାଇବଲ (Re-edited) - (BSI)1 ହେ ମୋହର ପୁତ୍ର, ଯେବେ ତୁମ୍ଭେ ଆପଣା ପ୍ରତିବାସୀର ଲଗା ହୋଇଥାଅ, ଯେବେ ପର ପାଇଁ ହାତ ଦେଇଥାଅ, Sien die hoofstukଓଡିଆ ବାଇବେଲ1 ହେ ମୋହର ପୁତ୍ର, ଯଦି ତୁମ୍ଭେ ଆପଣା ପ୍ରତିବାସୀର ବନ୍ଧକ ହୋଇଥାଅ, ଯଦି ପର ପାଇଁ ହାତ ଦେଇଥାଅ, Sien die hoofstukଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT1 ହେ ମୋହର ପୁତ୍ର, ଯଦି ତୁମ୍ଭେ ଆପଣା ପ୍ରତିବାସୀର ବନ୍ଧକ ହୋଇଥାଅ, ଯଦି ପର ପାଇଁ ହାତ ଦେଇଥାଅ, Sien die hoofstuk |