ଲୂକ ଲିଖିତ ସୁସମାଚାର 1:9 - ପବିତ୍ର ବାଇବଲ9 ଧୂପ ଅର୍ପଣ କରିବା ପାଇଁ ଯାଜକମାନେ ସଦାବେଳେ ଜଣେ ଯାଜକଙ୍କୁ ବାଛୁଥିଲେ। ଜିଖରିୟଙ୍କୁ ଏଥିପାଇଁ ବଛାଗଲା। ତେଣୁ ଜିଖରିୟ ପ୍ରଭୁଙ୍କ ମନ୍ଦିର ଭିତରକୁ ଧୂପ ଦେବା ପାଇଁ ଗଲେ। Sien die hoofstukପବିତ୍ର ବାଇବଲ (Re-edited) - (BSI)9 ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ଵାରା ତାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା, Sien die hoofstukଓଡିଆ ବାଇବେଲ9 ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା, Sien die hoofstukପବିତ୍ର ବାଇବଲ (CL) NT (BSI)9 ଯାଜକୀୟ କର୍ମ ପାଇଁ ତାଙ୍କର ପାଳି ଥିଲା। ଯାଜକୀୟ ପ୍ରଥା ଅନୁଯାୟୀ ଗୁଳିବାଣ୍ଟ ଦ୍ୱାରା ବେଦୀ ଉପରେ ଧୂପ ଜଳାଇବା ପାଇଁ ସେ ମନୋନୀତ ହୋଇଥିଲେ। ସେଥିପାଇଁ ସେ ମନ୍ଦିର ଭିତରକୁ ଗଲେ। ସେଦିନ ସେ ମନ୍ଦିର ଭିତରେ ପ୍ରବେଶ କରି ଧୂପ ଦେବା ସମୟରେ Sien die hoofstukଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଯାଜକୀୟ କାର୍ଯ୍ୟର ରୀତି ଅନୁଯାୟୀ ଗୁଲିବାଣ୍ଟ ଦ୍ୱାରା ତାହାଙ୍କୁ ପ୍ରଭୁଙ୍କ ମନ୍ଦିରରେ ପ୍ରବେଶ କରି ଧୂପ ଦେବାକୁ ପଡ଼ିଲା, Sien die hoofstuk |