ଲେବୀୟ ପୁସ୍ତକ 7:31 - ପବିତ୍ର ବାଇବଲ31 ତା'ପରେ ଯାଜକ ଯଜ୍ଞବେଦି ଉପରେ ସେହି ମେଦକୁ ଦଗ୍ଧ କରିବା ଉଚିତ୍। ମାତ୍ର ବକ୍ଷ ହାରୋଣ ଓ ତା'ର ପୁତ୍ରମାନଙ୍କର ହେବ। Sien die hoofstukପବିତ୍ର ବାଇବଲ (Re-edited) - (BSI)31 ପୁଣି ଯାଜକ ବେଦି ଉପରେ ସେହି ମେଦ ଦଗ୍ଧ କରିବ, ମାତ୍ର ବକ୍ଷ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ। Sien die hoofstukଓଡିଆ ବାଇବେଲ31 ପୁଣି ଯାଜକ ବେଦି ଉପରେ ସେହି ମେଦ ଦଗ୍ଧ କରିବ, ମାତ୍ର ବକ୍ଷ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ। Sien die hoofstukଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT31 ପୁଣି ଯାଜକ ବେଦି ଉପରେ ସେହି ମେଦ ଦଗ୍ଧ କରିବ, ମାତ୍ର ବକ୍ଷ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ। Sien die hoofstuk |