ଲେବୀୟ ପୁସ୍ତକ 26:29 - ପବିତ୍ର ବାଇବଲ29 ତୁମ୍ଭେମାନେ ଏତେ କ୍ଷୁଧିତ ହେବ ଯେ ଆପଣା ପୁତ୍ର ଓ କନ୍ୟାମାନଙ୍କର ମାଂସ ଭୋଜନ କରିବ। Sien die hoofstukପବିତ୍ର ବାଇବଲ (Re-edited) - (BSI)29 ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ମାଂସ ଖାଇବ ଓ କନ୍ୟାଗଣର ମାଂସ ତୁମ୍ଭେମାନେ ଭୋଜନ କରିବ। Sien die hoofstukଓଡିଆ ବାଇବେଲ29 ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ଓ କନ୍ୟାଗଣର ମାଂସ ଭୋଜନ କରିବ। Sien die hoofstukଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT29 ତହିଁରେ ତୁମ୍ଭେମାନେ ଆପଣା ପୁତ୍ରଗଣର ଓ କନ୍ୟାଗଣର ମାଂସ ଭୋଜନ କରିବ। Sien die hoofstuk |