Aanlyn Bybel

- Advertensies -




ଲେବୀୟ ପୁସ୍ତକ 26:15 - ପବିତ୍ର ବାଇବଲ

15 ତୁମ୍ଭେମାନେ ଯଦି ଆମ୍ଭର ବ୍ୟବସ୍ଥା ଅବଜ୍ଞା କର ଓ ଆମ୍ଭର ଆଜ୍ଞାକୁ ଘୃଣା କର ଓ ଆମ୍ଭର ଆଜ୍ଞାକୁ ଅନୁସରଣ ନ କର, ତେବେ ତୁମ୍ଭେମାନେ ଆମ୍ଭର ଚୁକ୍ତି ଲଙ୍ଘନ କରିବ।

Sien die hoofstuk Kopieer

ପବିତ୍ର ବାଇବଲ (Re-edited) - (BSI)

15 ପୁଣି ଯେବେ ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ,

Sien die hoofstuk Kopieer

ଓଡିଆ ବାଇବେଲ

15 ପୁଣି, ଯଦି ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ,

Sien die hoofstuk Kopieer

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ପୁଣି, ଯଦି ତୁମ୍ଭେମାନେ ଆମ୍ଭ ବିଧି ଅବଜ୍ଞା କରିବ ଓ ତୁମ୍ଭମାନଙ୍କ ପ୍ରାଣ ଆମ୍ଭର ସକଳ ଶାସନ ଘୃଣା କରିବାରୁ ତୁମ୍ଭେମାନେ ଆମ୍ଭର ଆଜ୍ଞାସକଳ ପାଳନ ନ କରିବ, ମାତ୍ର ଆମ୍ଭର ନିୟମ ଲଙ୍ଘନ କରିବ,

Sien die hoofstuk Kopieer




ଲେବୀୟ ପୁସ୍ତକ 26:15

Volg ons:

Advertensies


Advertensies