ଯାକୁବଙ୍କ ପତ୍ର 1:9 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT9 ଦୀନ ଅବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ, Sien die hoofstukପବିତ୍ର ବାଇବଲ (Re-edited) - (BSI)9 ଦୀନାବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ, Sien die hoofstukଓଡିଆ ବାଇବେଲ9 ଦୀନାବସ୍ଥାର ଭ୍ରାତା ଆପଣାର ଉନ୍ନତ ଅବସ୍ଥାରେ ଦର୍ପ କରୁ, Sien die hoofstukପବିତ୍ର ବାଇବଲ (CL) NT (BSI)9 ଦୀନାବସ୍ଥାରେ ଥିବା ଖ୍ରୀଷ୍ଟବିଶ୍ୱାସୀ ଉନ୍ନୀତ ହେଲେ ଆନ୍ଦ କରୁ। Sien die hoofstukପବିତ୍ର ବାଇବଲ9 ଯଦି ଜଣେ ବିଶ୍ୱାସୀ ଗରିବ ହୋଇଥାଏ, ତେବେ ପରମେଶ୍ୱର ତାହାକୁ ଆତ୍ମିକ ଭାବେ ଧନୀ କରିଥିବାରୁ, ସେ ଗର୍ବ କରିବା ଉଚିତ୍। Sien die hoofstuk |