2 ଶାମୁୟେଲ 1:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ଶାଉଲ ପଛକୁ ଅନାନ୍ତେ, ମୋତେ ଦେଖି ଡାକିଲେ। ତହିଁରେ ମୁଁ ଉତ୍ତର କଲି, ‘ଏଠାରେ ମୁଁ ଅଛି।’ Sien die hoofstukପବିତ୍ର ବାଇବଲ (Re-edited) - (BSI)7 ଏଥି ମଧ୍ୟରେ ସେ ଆପଣା ପଛକୁ ଅନାନ୍ତେ, ମୋତେ ଦେଖି ଡାକିଲେ। ତହିଁରେ ମୁଁ ଉତ୍ତର କଲି, ଏଠାରେ ମୁଁ ଅଛି। Sien die hoofstukଓଡିଆ ବାଇବେଲ7 ଶାଉଲ ପଛକୁ ଅନାନ୍ତେ, ମୋତେ ଦେଖି ଡାକିଲେ। ତହିଁରେ ମୁଁ ଉତ୍ତର କଲି, “ଏଠାରେ ମୁଁ ଅଛି।” Sien die hoofstukପବିତ୍ର ବାଇବଲ7 ଶାଉଲ ପଛକୁ ଗ୍ଭହିଁ ମୋତେ ଦେଖିଲେ ଓ ଡାକିଲେ, ମୁଁ ମଧ୍ୟ ଉତ୍ତର ଦେଲି। Sien die hoofstuk |